ପୁଣିଥରେ ୨.୫୨୦ କେଜିର ଗଂଜେଇ ଜବତ

0
692

ବ୍ରହ୍ମପୁର ୨୬/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ):ସଦର ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଆଙ୍କୁଶପୁର ବଡସାହି ସ୍ଥିତ ଏକ ଚାହା ଦୋକାନରେ ଚଢ଼ାଉ କରିଥିଲେ I ଚଢ଼ାଉ ବେଳେ ଉକ୍ତ ଦୋକାନରେ ୨.୫୨୦ କିଲୋ ଗ୍ରାମର ଗଂଜେଇ ଜବତ ହୋଇଥିଲା ।ପୋଲିସ ଏହି ମାମଲାକୁ ଭିତି କରି (୧୮୩/୧୯) କେଶ ରୁଜୁ କରି ଚା ଦୋକାନୀ ମିଟୁ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ | ଏହି ବିଷୟରେ ସଦର ଥାନା ଅଧିକାରୀ ଶ୍ରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଥିଲେ |

LEAVE A REPLY

Please enter your comment!
Please enter your name here