ପାକିସ୍ତାନ ରେ ଆକାଶ ଛୁଅଁ ଦର,ଇମ୍ରାନ ଖାଁ ସରକାର କୁ ବିରୋଧୀ କଲେ ପାକିସ୍ତାନ ଲୋକ

0
695

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାର ଗଢିବାର ପାଖାପାଖି ବର୍ଷେ ପରେ ଲୋକଙ୍କ ବିରୋଧକୁ ସାମ୍ନା କରିବାକୁ ପଡିଛି । ଗତ ବର୍ଷ ଜୁଲାଇରେ ଆସିଥିବା ଖାଁ ସରକାର ଏବେ ଖରାପ ଆର୍ଥିକ ସ୍ତିତିରେ ଗତିକରୁଛି । ଡ଼ଲାର ତୁଳନାରେ ପାକିସ୍ତାନର ଟଙ୍କା ୩୦% କମିଯିବାର ଦେଖିବାକୁ ମିଳିଛି । ଏହି ଅବସ୍ଥାରେ ସବୁ ଜିନିଷର ଦର ଆକାଶ ଛୁଅଁ ହେଇଛି ।

LEAVE A REPLY

Please enter your comment!
Please enter your name here