ଦୁଇ ବଙ୍ଗୀୟ ଯୁବତୀଙ୍କୁ ଗେଷ୍ଟହାଉସରେ ଗଣଦୁଷ୍କର୍ମ ଅଭିଯୋଗ

0
605

(ନ୍ୟୁସ୍ ଏକ୍ସ୍ ଟ୍ର।) : ଦୁଇ ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ।ପୁଣି ଲଜ୍ଜାର ବିସୟ। ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଥିବା ସୁଭଦ୍ରା ଗେଷ୍ଟ ହାଉସ୍ ରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍ମର୍ମ ଅଭିଯୋଗ । ଗତକାଲି ରାତିରେ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ଯୁବତୀମାନେ ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତିନ ଜଣ ଯୁବକ ଯୁବତୀଙ୍କୁ ନିଉ ଦୀଘା ଅଞ୍ଚଳରୁ ଜୋରଜବରଦସ୍ତ ଉଠାଇ ଆଣି ଦୁଷ୍କର୍ମ କରିଛନ୍ତି । ଯୁବତୀମାନେ କାନ୍ଦୁଥିବା ଦେଖି ମେରାଇନ୍ ଥାନା ପୋଲିସ ଓ ସ୍ଥାନୀୟ ପୋଲିସ ଉଦ୍ଧାର କରିଥିଲେ । ଗେଷ୍ଟ ହାଉସ୍ ସମସ୍ତ କର୍ମଚାରୀ ଓ ମାଲିକ ଫେରାର ଅଛନ୍ତି । ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ହାୱଡା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଡାଇମଣ୍ଡ ହାରବର ଅଞ୍ଚଳରେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here